ମହମ୍ମଦ ମୋକ୍କିମ ଓ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍, ୭ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ
21/12/2022 at 12:58 PM

ଭୁବନେଶ୍ୱର ୨୧/୧୨: ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକ୍କିମଙ୍କୁ ସୋ-କଜ୍ ନୋଟିସ୍ । କଂଗ୍ରେସ ଶୃଙ୍ଖଳା କମିଟିର ଏହି ଦୁଇ ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ରେ ୭ ଦିନରେ ଜବାବ ରହିବାକୁ ନିର୍ଦ୍ଦେଶ ।
ସୂଚନା ଥାଉକି, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ ସିଧାସଳଖ ଦଳର ମୁଖିଆଙ୍କୁ ଟାର୍ଗେଟ କରିଥିବାବେଳେ ସୁରେଶ କୁମାର ରାଉତରାୟ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ଧଳରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଏ ନୋଟିସ୍ ବିଷୟରେ ଜଣାପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି ଯାହା ମଗାଯାଇଛି ତାର ଉତ୍ତର ରଖିବି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023