ରୋହିତଙ୍କ ଟିମ୍ ଜବରଦସ୍ତ ଫର୍ମରେ ଅଛି, ଟ୍ରଫି ଜିତିବାକୁ ଆଉ ୫ଟି ଭଲ ଦିନ ଦରକାର- ସୋଏବ ଅଖତାର

ମୁମ୍ବାଇ ୦୨।୧୧ : ଟିମ୍‌ ଇଣ୍ଡିଆକୁ ରାଓ୍ୱାଲପିଣ୍ଡି ଏକ୍ସପ୍ରେସଙ୍କ ପ୍ରଂଶସା । ଟିମ୍‌ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛି । ଯଦି ଏପରି ଭାବେ ଆଗକୁ ବଢିଚାଲେ । ତେବେ ବିଶ୍ୱ କପ୍‌ ବିଜୟୀ କେହି ରୋକିପାରିବେନି ବୋଲି କହିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ଜୋରଦାର ଫର୍ମରେ ରହିଛି । ଯାହାକି ଟିମ୍‌ର ପ୍ରଦର୍ଶନରେ ଜଣାପଡୁଛି । ଟିମ୍‌ର ସମସ୍ତ … Continue reading ରୋହିତଙ୍କ ଟିମ୍ ଜବରଦସ୍ତ ଫର୍ମରେ ଅଛି, ଟ୍ରଫି ଜିତିବାକୁ ଆଉ ୫ଟି ଭଲ ଦିନ ଦରକାର- ସୋଏବ ଅଖତାର