ବିଶ୍ୱକପ୍‌ ୨୦୨୩ରେ ସବୁଠୁ ଖତରନାକ୍‌ ହେବ ଟିମ୍‌ ଇଣ୍ଡିଆ, ରୋହିତ ପୁରୁଣା ଫର୍ମକୁ ଫେରିଛନ୍ତି- ସୋଏବ ଅଖତର

ମୁମ୍ବାଇ ୧୮।୦୯ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି । ୨୦୨୩ ସଂସ୍କରଣରେ ୮ମ ଥର ପାଇଁ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ । ମହମ୍ମଦ ସିରାଜ ସାଜିଥିଲେ ଏହି ବିଜୟର ମୁଖ୍ୟ ହିରୋ । ସିରାଜଙ୍କ ଘାତକ ବୋଲିଂରେ  ଧରାଶାୟୀ ହୋଇଯାଇଥିଲା ପୁରା ଶ୍ରୀଲଙ୍କା ଟିମ୍‌ । ତେବେ ଏସିଆ କପ୍‌ରେ ପୁରା ଟିମ୍‌ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଂଶସା କରିଛନ୍ତି ପାକିସ୍ତାନର … Continue reading ବିଶ୍ୱକପ୍‌ ୨୦୨୩ରେ ସବୁଠୁ ଖତରନାକ୍‌ ହେବ ଟିମ୍‌ ଇଣ୍ଡିଆ, ରୋହିତ ପୁରୁଣା ଫର୍ମକୁ ଫେରିଛନ୍ତି- ସୋଏବ ଅଖତର