suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା

3/12/2022 at 10:13 AM

ଭୁବନେଶ୍ୱର ୦୩/୧୨: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ କେଳେଙ୍କାରୀରେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତଦନ୍ତ । ଅଶୋକ ନଗର ସ୍ଥିତ ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ ଇ.ଡି ରେ ହାଜର ହୋଇଛନ୍ତି ।

ଆଜି ସକାଳ ସାଢେ ୯ଟା ସମୟରେ ଶିବ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ହୋଟେଲ ତାଜ ଓଡିଶାକୁ ୨୦୧୯ମସିହାରୁ ଅର୍ଚ୍ଚନା, ବାରମ୍ବାର ଆସୁଥିଲେ । ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଟଙ୍କା କାରବାର ହୋଇଛି । ତେଣୁ କାହିଁକି ଟଙ୍କା କାରବାର ହୋଇଛି ସେନେଇ ଶିବ ଙ୍କୁ ଦ୍ୱିତୀୟ ଥର ପାଇଁ ଡକାଯାଇଛି ।

ଇଡିକୁ ଯିବା ବେଳେ ଶିବ ପ୍ରସାଦ କହିଛନ୍ତି, ମୋତେ ଇଡି ନୋଟିସ କରିଥିବାରୁ ମୁଁ ଦ୍ୱିତୀୟ ଥର ପାଇଁ ଆସିଛି । ମୋ ହୋଟେଲକୁ କେତେ ଲୋକ ଆସୁଛନ୍ତି, ଅର୍ଚ୍ଚନା ବି ଆସି ଥାଇପାରନ୍ତି । ମୋ ହୋଟେଲରେ କୌଣସି ଡିଲ୍ ହୋଇନି । ମୁଁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନି ।

   Related Posts