oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

Bijlee Bijlee ଗୀତରେ ହଟ୍ ଅନ୍ଦାଜ୍ ଦେଖାଇଲେ ଶିଳ୍ପା, କ୍ୟାପ୍ସନ୍ ଭୁଲ୍ ଲେଖି ଟ୍ରୋଲ୍ ହେଲେ ଅଭିନେତ୍ରୀ

23/11/2021 at 9:00 AM

ମୁମ୍ବାଇ ୨୩/୧୧: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ନିକଟରେ ମ୍ୟୁଜିକ୍ ଆଲବମ୍ ‘ବିଜଲି ବିଜଲି’ରୁ ଆକ୍ଟିଂ ଡେବ୍ୟୁ କରିଛନ୍ତି। ଏହି ଗୀତ ରିଲିଜ୍ ସହିତ ବହୁତ ଲୋକପ୍ରିୟ ହେଉଛି । ବର୍ତ୍ତମାନ ବିକି କୌଶଲଙ୍କ ପରେ ବଲିଉଡର ଦିଭା ଶିଳ୍ପା ଶେଟ୍ଟୀ ମଧ୍ୟ ଏହି ଗୀତରେ ଡ୍ୟାନ୍ସ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି।

ଶିଳ୍ପା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବିଜଲି-ବିଜଲି ଗୀତରେ ଗ୍ଲାମରସ୍ ୱାକ୍ କରି ହଟ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ, ତାଙ୍କର ଡ୍ରେସ୍ ଏବଂ ଷ୍ଟାଇଲ୍ ବହୁତ ଚମତ୍କାର ଦେଖାଯାଉଛି। ଭିଡିଓରେ, ଶିଳ୍ପା ପିଙ୍କ୍ କଲର୍ ହଲ୍ଟର ନେକ୍ ହାଇ ସ୍ଲିଟ୍ ଡ୍ରେସ ପିନ୍ଧି ବହୁତ ବୋଲ୍ଡ ଦେଖାଯାଉଛନ୍ତି। ଶିଳ୍ପାଙ୍କର ଏହି ପୋଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ହଜାରରୁ ଅଧିକ ଲାଇକ୍ ମିଳିଛି । ୟୁଜର୍ସ ଏକରୁ ଅଧିକ ପ୍ରତିକ୍ରିୟା ଦେଉଥିବାର ନଜର ଆସିଛନ୍ତି।

ଏହି ଚମତ୍କାର ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଗୀତରୁ ଏକ ଲାଇନ୍ ‘ଚଲ୍ ଦି କୁଡି’ ଲେଖିଛନ୍ତି। ଯାହା ସେ ଭୁଲ୍ ଲେଖିଛନ୍ତି। ଗୀତର ଠିକ୍ ଲାଇନ୍ ହେଉଛି ‘ଚାନ୍ଦ ଦି କୁଡି’। ଏଥିପାଇଁ ୟୁଜର୍ସ ପୁଣି ଥରେ ଶିଳ୍ପାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଅନେକ ୟୁଜର୍ସ କମେଣ୍ଟ ସେକ୍ସନରେ ଶିଳ୍ପାଙ୍କ ଭୁଲକୁ ସଂଶୋଧନ କରିଛନ୍ତି। ଏଥିସହିତ ଜଣେ ୟୁଜର୍ ଅଭିନେତ୍ରୀଙ୍କ ପ୍ରଶଂସା କରି ଲେଖିଛନ୍ତି, ‘ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି।’

   Related Posts