vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

କ୍ରିକେଟ୍‌ ପରେ ଫିଲ୍ମରେ ଏଣ୍ଟ୍ରି କରିବେ ‘ଗବର’, ଖୁବ୍ ଶୀଘ୍ର ହେବ ରିଲିଜ୍‌

18/05/2022 at 10:48 AM

ମୁମ୍ବାଇ ୧୮।୦୫ : ଭାରତର ତାରକା ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବର୍ତ୍ତମାନ ଆଇପିଏଲ୍ ୨୦୨୨ରେ ପଞ୍ଜାବ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଭିନ୍ନ ଶୈଳୀ ପାଇଁ ବେଶ୍‌ ଲୋକପ୍ରିୟ । ସୋସିଆଲ୍‌ ମିଡିଆରେ ସେ ଖୁବ୍‌ ଆକ୍ଟିଭ୍‌ ଫ୍ୟାନ୍ସଙ୍କ ପାଇଁ ଶିଖର କିଛି ନା କିଛି ଫଟୋ ଭିଡିଓ ସେୟାର କରନ୍ତି ୱ ହେଲେ ବର୍ତ୍ତମାନ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ହାତରେ ଏକ ବଡ ପ୍ରୋଜେକ୍ଟ ଅଛି । କ୍ରିକେଟ୍ ଗ୍ରାଉଣ୍ଡ ପରେ ଏବେ ଗବର ବଡ ପରଦା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଖର ଧୱନ ଖୁବ୍ ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ । ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି। ହେଲେ ଫିଲ୍ମର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯେତେବେଳେ ସେ ଏହି ଅଫର ପାଇଲେ ସେତେବେଳେ ସେ ଖୁସିର ସୀମା ନଥିଲା।

ଶିଖର ଶିଖର ସବୁବେଳେ ଅଭିନେତ୍ରୀମାନଙ୍କୁ ସମ୍ମାନର କରିଆନ୍ତି। ଏହି ଚଳଚ୍ଚିତ୍ରରେ ଧାୱନଙ୍କ ଚରିତ୍ର ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି। ବଡ ପରଦାରେ ଶିଖରଙ୍କ ଦମ୍‌ଦାର ଏଣ୍ଟ୍ରି ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।

   Related Posts