ରାଘବଙ୍କ ସହ ଲୁଚିଛପି ବଦ୍ରିନାଥ ଦର୍ଶନ କଲେ ଶେହନାଜ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ଵାଇ ୧୪।୧୧: ବିଗ୍ ବସ୍ ୧୩ ପରେ, ଶେହନାଜ୍ ଗିଲ୍ ବହୁତ ଲୋକପ୍ରୟ ହୋଇପାରିଛନ୍ତି । ଟିଭିରେ ନିଜର ଚମତ୍କାର ପ୍ରତିଭା ଦେଖାଇବା ପରେ ଶେହନାଜ ମଧ୍ୟ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ସବୁବେଳେ କାମରେ ବ୍ୟସ୍ତ ଥିବା ଶେହନାଜ ବର୍ତ୍ତମାନ କାମରୁ ବିରତି ନେଇଛନ୍ତି। ଏବେ ସେ ବଦ୍ରିନାଥ ଧାମ ପରିଦର୍ଶନ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।    #RaghavJuyal pic.twitter.com/FOFYKr0AVH — Raghav … Continue reading ରାଘବଙ୍କ ସହ ଲୁଚିଛପି ବଦ୍ରିନାଥ ଦର୍ଶନ କଲେ ଶେହନାଜ, ସାମ୍ନାକୁ ଆସିଲା ଭିଡିଓ