ବାଲିଯାତ୍ରା ପଡିଆରେ ଖୋଲିଛି ସୌକିନ୍ ମ୍ୟାଟ୍ରେସର ଷ୍ଟଲ, ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର

Published By : Prameya-News7 Bureau | November 15, 2022 IST

କଟକ ୧୫।୧୧ : କଟକ ଵାଲିଯାତ୍ରାର ଉପର ପଡିଆରେ ଖୋଲିଛି ସୌକିନ୍ ମ୍ୟାଟ୍ରେସର ଷ୍ଟଲ। ଓଡିଶାର ଏକ ଵ୍ରାଣ୍ଡ ହୋଇ ମଧ୍ୟ ଜାତୀୟ ମ୍ୟାଟ୍ରେସ ଵ୍ରାଣ୍ଡ ଗୁଡିକ ସହ ଖୁଵ୍ ଭଲ ଵ୍ୟଵସାୟ କରିଵାରେ ସଫଳ ହୋଇଛି ଵୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଅର୍ଥୋ ମ୍ୟାଟ୍ରେସ ତିଆରିରେ ଵିଶେଷ ନାଁ କମାଇଥିଵା ସୌକିନ୍ ମ୍ୟାଟ୍ରେସ ଵାଲିଯାତ୍ରା ଷ୍ଟଲରେ ଅନେକ ଆକର୍ଷଣୀୟ ଅଫର ନେଇ ଆସିଛି। ଗ୍ରାହକମାନେ ଉପର ଵାଲିଯାତ୍ରା ପଡିଆରେ ଖୋଲିଥିବା ସୌକିନ୍ ମ୍ୟାଟ୍ରେସ ଷ୍ଟଲକୁ  ଆସି ଅର୍ଥୋ ମ୍ୟାଟ୍ରେସର ସ୍ବତନ୍ତ୍ରତା ଜାଣିବା ସହ ଅଫର ଵାଵଦରେ ଜାଣିବା ପାଇଁ ନିଵେଦନ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.