previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସରେ ମାତିଛନ୍ତି ରଣବୀର! ଫ୍ୟାନ୍ସ କହିଲେ ଏବେତ ସୁଧୁରିଯାଅ, ବାପା ହେବାକୁ ଯାଉଛ

6/07/2022 at 12:03 PM

ମୁମ୍ୱାଇ ୦୬/୦୭: ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର ଖୁବ୍ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମଶେରାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ବାଣୀ କପୁର ସେମାନଙ୍କ ସିଜଲିଂ କେମେଷ୍ଟ୍ରି ଦ୍ୱାରା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ରଣବୀର ଏବଂ ବାଣୀଙ୍କ ନୂଆ ଫଟୋସୁଟରେ ଆପଣ ଏହାର ଝଲକ୍ ଦେଖିପାରିବେ ।

ଉଭୟଙ୍କ ରୋମାନ୍ସ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟଶ ରାଜ ଫିଲ୍ମସ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରଣବୀର ଏବଂ ବାଣୀଙ୍କ ନୂଆ ସୁପର ସିଜଲିଂ ଫଟୋ ସେୟାର କରିଛନ୍ତି । ବାଣୀ କପୁରଙ୍କ ସହ ରଣବୀରଙ୍କ ରୋମାଣ୍ଟିକ କେମେଷ୍ଟ୍ରିରେ ନଜର ଆସିଛନ୍ତି । । ଉଭୟ ତାରକାଙ୍କ ଶୈଳୀ ଦେଖିବା ଯୋଗ୍ୟ ।

ରଣବୀର ଏବଂ ବାଣୀଙ୍କ ଫିଲ୍ମ ଶମସେରା ଜୁଲାଇ ୨୨ରେ ରିଲିଜ ହେବ । ଗୋଟିଏ ଚିତ୍ରରେ ବାଣୀ କପ୍ପୁର ରଣବୀରଙ୍କ କୋଳରେ ବସିଛନ୍ତି । ଉଭୟ ଉଭୟଙ୍କୁ ଆଲିଙ୍ଗନ କରୁଛନ୍ତି । ଦ୍ୱିତୀୟ ଫଟୋରେ ବାଣୀ କପୁର ରଣବୀରଙ୍କ ସହ ଫୁଲ ସ୍ୱାଗରେ ପୋଜ ଦେଉଥିବା ଦେଖିବାକୁ ମିଳୁଛି । ଏହି ଫଟୋ ଦେଖିଲେ ଲାଗୁଛି ଉଭୟଙ୍କ କେମେଷ୍ଟ୍ରି କେତେ ଜବରଦସ୍ତ ।

ଏହି ଫଟୋ ଦେଖିବା ପରେ ୟୁଜର୍ସ କମେଣ୍ଟ ଦେବାରେ ଲାଗିଛନ୍ତି । ଗୋଟିଏ ୟୁଜର ଫଟୋକୁ ହଟ୍ କହିଛନ୍ତି । ଆଉ ଜଣେ ୟୁଜର କହିଛନ୍ତି ବିବାହ ହୋଇଗଲାଣି ଏବେ ତ ଟିକେ ସୁଧୁରିଯାଅ ।

   Related Posts