ଶାର୍ଦ୍ଦୁଲଙ୍କ ସ୍ଥାନରେ ଖେଳନ୍ତୁ ଶାମି: ଷ୍ଟ୍ରାଟେଜି ବଦଳାଇବାକୁ ପରାମର୍ଶ ଦେଲେ ହରଭଜନ
ନୂଆଦିଲ୍ଲୀ: ଆସନ୍ତାକାଲି ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନକୁ ଟକ୍କର ଦେବ ଭାରତ। କେଉଁ ଷ୍ଟ୍ରାଟେଜିକୁ ନେଇ ପଡ଼ିଆ ଓହ୍ଲାଇବ ଟିମ୍ ଇଣ୍ଡିଆ, ସେନେଇ ଆଲୋଚନା ଚାଲୁଛି। ଇତି ମଧ୍ୟରେ ମହମ୍ମଦ ଶାମିଙ୍କ ଉପରେ ଅଧିକ ଭରସା କରିଛନ୍ତି ପୂର୍ବତନ ଭେଟେରାନ୍ କ୍ରିକେଟର ହରଭଜନ ସିଂହ। ଏକ ୟୁଟ୍ୟୁବ ଚାନେଲରେ ହରଭଜନ କହିଛନ୍ତି ଯେ ମୋ ମତରେ ମହମ୍ମଦ ସାମି ସିରାଜଙ୍କ ପୂର୍ବରୁ ଖେଳିବା ଉଚିତ। ଜଣେ ଅନୁଭବୀ ଖେଳାଳି ବେଞ୍ଚରେ ବସି ରହିବା ମୋତେ ଠିକ୍ … Continue reading ଶାର୍ଦ୍ଦୁଲଙ୍କ ସ୍ଥାନରେ ଖେଳନ୍ତୁ ଶାମି: ଷ୍ଟ୍ରାଟେଜି ବଦଳାଇବାକୁ ପରାମର୍ଶ ଦେଲେ ହରଭଜନ
Copy and paste this URL into your WordPress site to embed
Copy and paste this code into your site to embed