ଶାହିନବାଗ ଦାଦି ବିଲ୍କିସ୍ ବାନୋ ଗିରଫ: କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ଯାଇଥିଲେ
1/12/2020 at 5:03 PM

ନୂଆଦିଲ୍ଲୀ ୦୧/୧୨ : ନାଗରିକତା ସଂଶୋଧନ ଆଇନ (CAA), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର ପ୍ରୋଟେଷ୍ଟ (CAA),ର ମୁଖ୍ୟ ଚେହେରା ଶାହିନବାଗର ଦାଦି ବିଲ୍କିସ ବାନୋଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ବିଲ୍କିସ ଦାଦି ମଙ୍ଗଳବାର ଦିନ ସିନ୍ଧ ସୀମାରେ ପହଞ୍ଚିଥିଲେ। ବିଲ୍କିସ୍ ଦାଦି କହିଥିଲେ ଯେ ଆମେ ଚାଷୀଘର ଝିଅ, ଆମେ କୃଷକଙ୍କ ବିରୋଧକୁ ସମର୍ଥନ କରିବୁ। ଆମେ ସ୍ୱର ଉଠାଇବୁ, ସରକାରଙ୍କୁ ଆମ କଥା ଶୁଣିବା ଦରକାର।
Related Posts
ଜେରୁଜେଲମ୍ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
28 January 2023