suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଶାହିନବାଗ ଦାଦି ବିଲ୍କିସ୍ ବାନୋ ଗିରଫ: କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ଯାଇଥିଲେ

1/12/2020 at 5:03 PM

ନୂଆଦିଲ୍ଲୀ ୦୧/୧୨ : ନାଗରିକତା ସଂଶୋଧନ ଆଇନ (CAA), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର ପ୍ରୋଟେଷ୍ଟ (CAA),ର ମୁଖ୍ୟ ଚେହେରା ଶାହିନବାଗର ଦାଦି ବିଲ୍କିସ ବାନୋଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ବିଲ୍କିସ ଦାଦି ମଙ୍ଗଳବାର ଦିନ ସିନ୍ଧ ସୀମାରେ ପହଞ୍ଚିଥିଲେ। ବିଲ୍କିସ୍ ଦାଦି କହିଥିଲେ ଯେ ଆମେ ଚାଷୀଘର ଝିଅ, ଆମେ କୃଷକଙ୍କ ବିରୋଧକୁ ସମର୍ଥନ କରିବୁ। ଆମେ ସ୍ୱର ଉଠାଇବୁ, ସରକାରଙ୍କୁ ଆମ କଥା ଶୁଣିବା ଦରକାର।

   Related Posts