ପୂର୍ବତନ ବିଧାୟକ ତଥା ବିଜେଡି ନେତାଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ
8/09/2018 at 4:20 AM

ପୂର୍ବତନ ବିଧାୟକ ତଥା ବିଜେଡି ନେତାଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ । ମୋବାଇଲରୁ ମୋବାଇଲ ବୁଲୁଛି ପୁର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କ ସେକ୍ସ ଭାଇରାଲ ଭିଡିଓ ଓ ଫଟୋ । ଜଣେ ଲୋକ ପ୍ରତିନିଧିଙ୍କ ବିରୋଧରେ ଏଭଳି ଯୌନ କେଳେଙ୍କାରୀଙ୍କୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।
Related Posts
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023
ସରିଲା କଟକ ଐତିହାସିକ ବାଲିଯାତ୍ରା, ୯ଦିନର ଯାତ୍ରାରେ ହୋଇଛି ଭଲ ବ୍ୟବସାୟ
6 December 2023
ବାଲିଯାତ୍ରାରେ ଜମିଲା ବ୍ୟବସାୟ, ORMASର ରେକର୍ଡ ଆୟ
5 December 2023