ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ
24/05/2018 at 12:18 PM

ନୟାପଲ୍ଲୀ ଅଂଚଳରେ ଚାଲୁଥିବା ଏକ ସେକ୍ସ ରାକେଟକୁ ଠାବ କରିଛି କମିଶନରେଟ ପୋଲିସ | ଆଇଆରସି ଭିଲେଜ ଅଂଚଳରେ ଏକ ଭଡା ଘରେ ଚାଲିଥିଲା ଏହି ଅନୈତିକ କାରବାର | ପୋଲିସ ଚଢ଼ାଉ କରି ଅସଂଯାତ ଅବସ୍ଥାରେ ଥିବା ଜଣେ ଗ୍ରାହକକୁ ଗିରଫ କରିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି | ୨ ଦଲାଲ ମଧ୍ୟ ଧରା ପଡିଛନ୍ତି |
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023