ରାଜଧାନୀ ଭୁବନେଶ୍ୱରରୁ ହାଇ ପ୍ରୋଫାଇଲେ ସେକ୍ସ ରାକେଟ ଠାବ
20/05/2018 at 7:35 AM

ରାଜଧାନୀ ଭୁବନେଶ୍ୱରରୁ ହାଇ ପ୍ରୋଫାଇଲେ ସେକ୍ସ ରାକେଟ ଠାବ
ଗତକାଲି ବାପୁଜୀ ନଗର ଅଂଚଳରେ ଥିବା ଏକ ସ୍ପା ରେ ଚଢ଼ାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ | ଚଢ଼ାଉ ବେଳେ ୮ଜଣ ଥାଇଲ୍ୟାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୭ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ |