suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭବାନୀପାଟଣା ଭଡାଘରେ ଚାଲୁଥିଲା ସେକ୍ସ ରାକେଟ୍ : ୨ ଗ୍ରାହକ ଓ ଦଲାଲ ଗିରଫ, ବଙ୍ଗୀୟ ଯୁବତୀ ଉଦ୍ଧାର

18/07/2019 at 11:09 AM

ଭବାନୀପାଟଣା ୧୮|୭:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପିପଲନଳା ଅଂଚଳରୁ ପୋଲିସ ଏକ ସେକ୍ସ ରରାକେଟ ଠାବ କରିଛି । ଗତକାଲି ରାତିରେ ବିଶ୍ବସ୍ଥ ସୂତ୍ରରୁ ଖବରପାଇ ପିପଲନଳାର ଏକ ଘର ଉପରେ ପୋଲିସ ଚଢଉ କରି ଜଣେ ଜଣେ ବଙ୍ଗୀୟ ୟୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଦଲାଲ, ଦୁଇଜଣ ଗ୍ରାହକଙ୍କୁ ଗିରଫ କରିବା ସହ ଆପତ୍ତି ଜନକ ଜିନିଷ ଜବତ କରିଛି । ଗିରଫଙ୍କଠାରୁ ପୋଲିସ ୪ଟି ମୋବାଇଲ ଓ ୧୩୮୦ଟଙ୍କା ମଧ୍ୟ ଜବତ କରିଛି ।

ମହମ୍ମଦ ଇଆଜ ନାମକ ଜଣେ ପେଶାଦାର ଦେହବେପାରୀ ତଥା ଦଲାଲ କିଛିଦିନ ତଳେ ପିପଲନାଳର ସୁଧୀର ବାରିକଙ୍କର ଏକ ଘର ଭଡା ନେଇ ରହିବା ସହ ସେଠାରେ ଦେହ ବ୍ୟବସାୟ ଆରମ୍ଭ କରିଥିଲା । ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ଏହି ଘରେ ଦେହ ବ୍ୟବସାୟରେ ଲଗାଉଥିଲା । ତେବେ ଗତକାଲି ରାତିରେ ଏହି ଘର ଉପରେ ଭବାନୀପାଟଣା ପୋଲିସ ଚଢାଉ କରିଥିଲା । ଚଢଉ ବେଳେ ଜଣେ ବଂଗୀୟ ୟୁବତୀଙ୍କ ସହ ଖରିାରର ରଶ୍ମିରଞ୍ଜନ ସିଂ ଓ ଅମିତ ପ୍ରଧାନ ନାମକ ଦୁିଜଣ ଗ୍ରାହକ ୍ସଂଜତ ୍ବସ୍ଥାରେ ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଦଲାଲ ମହମ୍ମଦ ଇଆଜକୁ ମଧ୍ୟ କରିଫ କରିଛି । ଆଜି ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିବ ବୋଲି ଭବାନୀପାଟଣା ଥାନା ଅଧିକାରୀ କହିଛନ୍ତି ।

   Related Posts