ଅନୁଗୁଳରେ ସେକ୍ସ ରାକେଟ ଠାବ
6/05/2018 at 12:49 PM

ଅନୁଗୁଳ ଗୀତା ଗାଁରେ ସେକ୍ସ ରାକେଟ ସନ୍ଦେହରେ ଏକ ଘରେ ପୋଲିସ ଚଢ଼ାଉ ଚଢ଼ାଉ କରିଥିଲା । ରାଣୀ ମହୁମାଛି ସହ ୪ଜଣକୁ ଅଟକ ରଖିଛି ପୋଲିସ | ଅଟକ ମହିଳାଙ୍କ ସ୍ୱାମୀ ଓ ପୁଅ ରାକେଟ ଚଳାଉଥିବା ଜଣା ପଡିଛି | ଶିକ୍ଷକ ପଡାରେ ଏକ ଭଡା ଘର ନେଇ ରାକେଟ ଚଳାଉଥିଲେ | ସମ୍ବଲପୁରର ୨ ଜଣ ଯୁବତୀଙ୍କୁ ରଖି ଚଳାଇଥିଲେ ରାକେଟ |
ଚଢ଼ାଉ ବେଳେ ନଗଦ ଟଙ୍କା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ |