Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର

2/06/2023 at 5:49 PM

ଚାନ୍ଦବାଲି ୨।୬: କାଳବୈଶାଖୀ ପ୍ରଭାବରେ ବଜ୍ରପାତ । ବଜ୍ରପାତରେ ଜଳିଗଲା ୭ ବଖରା ଘର ।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବେନ୍ତାଳପୁର ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବେନ୍ତାଳପୁର ଗାଁରେ ବଜ୍ରପାତ ଘଟି ଜଳି ଯାଇଛି ୭ ବଖରା ଘର । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ନିଆଁ ଆଁରେ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ବେନ୍ତାଳପୁର ଗାଁରେ ରମାକାନ୍ତ ରାଉତଙ୍କ ୭ ଘର ସମ୍ପୂର୍ଣ୍ଣ ଜଳିଯାଇଛି ।

   Related Posts