scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସ କବ୍‌ଜାରେ ୭ ଡକାୟତ, ଅଫୁଟା ଗୁଳି-ମାଉଜର-ସୁନା ଜବତ

3/12/2020 at 3:25 PM

ଭଞ୍ଜନଗର ୦୩।୧୨: ବଡ଼ଗଡ଼ ପୋଲିସକୁ ପୁଣି ସଫଳତା । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ଗତ ୧୮ତାରିଖରେ ବଡ଼ଗଡ଼ ଗାଁର ସୀମାଦ୍ରୀ ପାତ୍ରଙ୍କ ଘରେ ପଶି ମାଉଜର ଦେଖାଇ ଲୁଟିନେଇଥିଲେ । ଅନେକ ସୁନା ସାମଗ୍ରୀ ସହ ଟଙ୍କା ଲୁଟି ନେଇଥିଲେ । ସେବେଠାରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ ଟିମ୍‌ ଗଠନ କରାଯାଇ ଛାନ୍‌ଭିନ୍‌ ଜାରି ରହିଥିଲା । ଏବେ ପୋଲିସକୁ ମିଳିଛି ସଫଳତା ମିଳିଛି । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।



   Related Posts