ପୋଲିସର ଦୁର୍ବ୍ୟବହାର ପ୍ରତିବାଦ, ନୀଳମାଧବ ମନ୍ଦିର ସେବାୟତଙ୍କ ଧାରଣା
ଖଣ୍ଡପଡା ୨୯।୫: ପୋଲିସର ଦୁର୍ବ୍ୟବହାର ବିରୋଧରେ କଣ୍ଟିଲୋ ନୀଳମାଧବ ମନ୍ଦିରର ପୂଜକମାନେ ଧାରଣା ଦେଇଛନ୍ତି । କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ମନ୍ଦିର ପୂଜକମାନେ ଏଭଳି ଅଭିଯୋଗ ଆଣିଛନ୍ତି । ଫାଣ୍ଡି ଅଧିକାରୀ ପୂଜକମାନଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସମୟରେ ଧମକ ଚମକ ଦେଉଛନ୍ତି । ତେବେ ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି କରି ସୋମବାର ମନ୍ଦିର ପୂଜକମାନେ ନୀତି ବନ୍ଦ କରିଥିବା ଜଣାପଡିଛି । ପୂଜକମାନେ ଠାକୁରଙ୍କ ନୀତି ବନ୍ଦ … Continue reading ପୋଲିସର ଦୁର୍ବ୍ୟବହାର ପ୍ରତିବାଦ, ନୀଳମାଧବ ମନ୍ଦିର ସେବାୟତଙ୍କ ଧାରଣା
Copy and paste this URL into your WordPress site to embed
Copy and paste this code into your site to embed