'ମନ କିଣିନେଲା କଳା ଠାକୁର ଗ୍ରୁପ' ର ଅଭିନବ ପ୍ରୟାସ, ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା

Published By : Prameya-News7 Bureau | August 30, 2018 IST

ସର୍ଭିସ୍ ଟୁ ମେନକାଇଣ୍ଡ, ସର୍ଭିସ୍ ଟୁ ଗଡ୍ । ନିସ୍ବାର୍ଥପର ସେବା । ରାଜଧାନୀରେ ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା କରିଛନ୍ତି ମନ କିଣିନେଲା କଳା ଠାକୁର ଗ୍ରୁପର ଯୁବକ-ଯୁବତୀ । ଆଉ ସୃଷ୍ଟି କରିଛି ଅନ୍ୟମାନଙ୍କ ଲାଗି ପ୍ରେରଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.