ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ଜାଣନ୍ତୁ ଆପଣ ଏଥିରେ ଅଛନ୍ତି କି ସାମିଲ

19/08/2021 at 12:33 PM

ନୂଆଦିଲ୍ଲୀ ୧୯/୦୮ : ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ଅଗଷ୍ଟ ମାସରେ ସୂର୍ଯ୍ୟ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟଙ୍କୁ ସାହସ ଏବଂ ପରାକ୍ରମର କାରକ ଭାବରେ ବିବେଚନା କରାଯାଏ । ସୂର୍ଯ୍ୟଙ୍କ ଉଚ୍ଚ ରାଶି ମେଷ  ହୋଇଥିବାବେଳେ ନୀଚ ରାଶି ତୁଳା । କୁହାଯାଏ ଯେ ଜନ୍ମ ଜାତକରେ ସୂର୍ଯ୍ୟଙ୍କ ଉଚ୍ଚ ହେବାଦ୍ୱାରା ବ୍ୟକ୍ତିକୁ ବହୁତ ସମ୍ମାନ ଏବଂ ଉଚ୍ଚ ପଦ ମିଳିଥାଏ । ଚାଲନ୍ତୁ ଜାଣିବା ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସମର୍ଥନ…

ମେଷ – ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀ ଶୁଭ ଫଳାଫଳ ପାଇବେ । ପିଲାମାନଙ୍କର ଦାୟିତ୍ୱ ପୂରଣ ହେବ । ନବ ବିବାହିତଙ୍କ ପାଇଁ ସନ୍ତାନ ପ୍ରାପ୍ତ ହେବାର ସମ୍ଭାବନା ରହିବ । ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ଚିନ୍ତା ହେବ ।

ସିଂହ – ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିଛନ୍ତି । ଏହି ସମୟରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରିରେ ଅଗ୍ରଗତିର ସମ୍ଭାବନା ରହିବ । ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ରହିବ । ବିବାହ ପ୍ରସ୍ତାବ ଆସିପାରେ । ସରକାରୀ ଚାକିରି ପାଇଁ ଆବେଦନ କରିବା ଭଲ ହେବ।

ଧନୁ – ଭାଗ୍ୟଦୋୟର ଯୋଗ ରହିବ । ଚାକିରିରେ ପଦୋନ୍ନତି ହୋଇପାରେ । କୋର୍ଟ-କଚେରୀ ମାମଲାରେ ବିଜୟ ହୋଇପାରେ । ଯାତ୍ରା ଯୋଗ ରହିବ । ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ଏବଂ ଶୁଭ ଫଳାଫଳ ଆଣିବ ।

ମୀନ – ମୀନ ରାଶିର ବ୍ୟକ୍ତି ଏହି ସମୟ ମଧ୍ୟରେ ବ୍ୟବସାୟରେ ଲାଭ ପାଇବେ । କୋର୍ଟ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ରହିବ। ଋଣରୁ ମୁକ୍ତି ମିଳିବ ।

   Related Posts