୫ ହଜାର ଟଙ୍କା ପଡ଼ିଲା ମହଙ୍ଗା; ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ
14/02/2023 at 4:03 PM

ଝାରସୁଗୁଡ଼ା ୧୪/୦୨: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି। ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରସୂତି କାଳୀନ ଛୁଟିର ଟଙ୍କା ମଞ୍ଜୁର ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ। କିରାଣିଙ୍କ ପରିଚୟ ସରୋଜ କାନ୍ତ ନାୟକ। ସେ ଝାରସୁଗୁଡ଼ା ଜିଲ୍ଲା କିର୍ମିରେ ବିଇଓ ଅଫିସ୍ର ସିନିଅର କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ।
Related Posts
୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
27 March 2023
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023