ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍ ସମ୍ବଲପୁରରୁ
16/04/2018 at 9:22 PM

ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ତୀର୍ଥଯାତ୍ରା ରେଳ ସମ୍ବଲପୁରରୁ ବାହାରିଛି। ଏହି ରେଳରେ ପଶ୍ଚିମଓଡିଶାରୁ ୧୦ଟି ଜିଲ୍ଲାର ୯୯୮ଜଣ ବରିଷ୍ଠ ନାଗରିକ ମାନେ,୭ଦିନ ଧରି ସିରିଡି ସାଇଧାମ,ତ୍ରୟମ୍ବକେଶ୍ବର ଓ ନାସିକ ବୁଲିବା ସହ,ତୀର୍ଥଯାତ୍ରାର ମଜ୍ଜା ନେବେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ଏହି ତୀର୍ଥଯାତ୍ରୀ ରେଳକୁ,ଶକ୍ତି ଓ ଶ୍ରମମନ୍ତ୍ରୀ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିନା ପଇସା ଖର୍ଚ୍ଚରେ ସମସ୍ତ ସୁବିଧା ସୁଯୋଗ ପାଇ ତୀର୍ଥଯାତ୍ରା କରୁଥିବାରୁ, ବରିଷ୍ଠ ନାଗରିକ ମାନେ ବି ବେଶ୍ ଖୁସି ଅଛନ୍ତି ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023