ସ୍ଵତନ୍ତ୍ର ଟ୍ରେନରେ ମଥୁରା ଗଲେ ବରିଷ୍ଠ ତୀର୍ଥଯାତ୍ରୀ; ଭିଡ଼ିଓ କନଫେରନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
6/10/2018 at 5:37 PM

ଭୁବନେଶ୍ୱର ୬/୧୦ : ମଥୁରା ଗଲେ ବରିଷ୍ଠ ତୀର୍ଥ ଯାତ୍ରୀ | ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଓଡିଶାର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି | ଭିଡିଓ କନଫରେନସିଂ ଜରିଆରେ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ରଥମ ପର୍ଯ୍ୟାୟରେ ମଥୁରା ଯାତ୍ରା କରିଛନ୍ତି ପ୍ରାୟ ୧୦୦୦ ଜଣ ବରିଷ୍ଠ ନାଗରିକ | ପରବର୍ତ୍ତୀ ସମୟରେ ଆଉ ୫ଟି ଟ୍ରେନରେ ବରିଷ୍ଠ ତୀର୍ଥଯାତ୍ରୀ ଭ୍ରମଣ ପାଇଁ ଯିବେ |
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023