AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସ୍ଵତନ୍ତ୍ର ଟ୍ରେନରେ ମଥୁରା ଗଲେ ବରିଷ୍ଠ ତୀର୍ଥଯାତ୍ରୀ; ଭିଡ଼ିଓ କନଫେରନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

6/10/2018 at 5:37 PM

ଭୁବନେଶ୍ୱର ୬/୧୦ : ମଥୁରା ଗଲେ ବରିଷ୍ଠ ତୀର୍ଥ ଯାତ୍ରୀ | ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଓଡିଶାର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି | ଭିଡିଓ କନଫରେନସିଂ ଜରିଆରେ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ରଥମ ପର୍ଯ୍ୟାୟରେ ମଥୁରା ଯାତ୍ରା କରିଛନ୍ତି ପ୍ରାୟ ୧୦୦୦ ଜଣ ବରିଷ୍ଠ ନାଗରିକ | ପରବର୍ତ୍ତୀ ସମୟରେ ଆଉ ୫ଟି ଟ୍ରେନରେ ବରିଷ୍ଠ ତୀର୍ଥଯାତ୍ରୀ ଭ୍ରମଣ ପାଇଁ ଯିବେ |

   Related Posts