ଘାତକ ସେଲଫି : Bigstory Followup
3/05/2018 at 9:49 AM

ସେଲଫି ହେଲା କାଳ
ସେଲଫି ନେଲାବେଳେ ୫୦ ଫୁଟ ତଳକୁ ଖସିଗଲେ ଯୁବକ
କୋରାପୁଟ ରତିବାଲି ଜଳପ୍ରପାତରୁ ଖସିଗଲେ ଯୁବକ
ଗୁରୁତର ଯୁବକ ଜଣକ ସୁବ୍ରତ ନାଗ
ଯୁବକ ଜଣକ କଳାହାଣ୍ଡି ଜିଲ୍ଲାର
ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗମାନେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି