ଜିଏସଟି ବିଭାଗକୁ ଜୋରିମାନା ଦେବାପରେ ମୁକୁଳିଲା ଜବତ ସୁନା; ଅବକାରି ଚଢ଼ଉ ବେଳେ ମିଳିଥିଲା ୧ କ୍ୱିଣ୍ଟାଲ ରୂପା ଇଟା

Published By : Prameya-News7 Bureau | October 13, 2022 IST

କଟକ ୧୩/୧୦ : ଗଞ୍ଜେଇ ଧରପଗଡ଼ ବେଳେ ରୂପା ଇଟା ଓ ଅଳଙ୍କାର ଜବତ ଘଟଣା। ୧୦ ଲକ୍ଷ ଟଙ୍କାର ଜୋରିମାନା ଦିଆଯିବା ପରେ ୫୦ ଲକ୍ଷ ଟଙ୍କାର ରୂପା ମୁକୁଳିଛି। ଅଭିଯୁକ୍ତ ଜିଏସଟି ବିଭାଗରେ ଜରିମାନା ପୈଠ କରିଛନ୍ତି ଅଭିଯୁକ୍ତ। ଟାଙ୍ଗୀ ଟୋଲ ଗେଟ ପାଖରେ ଅବକାରୀ ବିଭାଗର ଧରପଗଡ଼ ବେଳେ ଏକ କ୍ଵିଣ୍ଟାଲ ଓଜନର ରୂପା ଇଟା ଓ ଅଳଙ୍କାର ଜବତ ହୋଇଥିଲା।। ଆସ୍କାରୁ ଖଡ଼ଗପୁରକୁ ଏହା ରୂପା ଇଟା ଓ ଅଳଙ୍କାର ଚାଲାଣ ହେଉଥିଲା ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.