ସେହଓ୍ଵାଗଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ ଏହି ଖେଳାଳି କରିବେ ସବୁଠୁ ଅଧିକ ରନ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ଵକପ୍ ୨୦୨୩କୁ ଆଉ ଅଳ୍ପ ସମୟ ବାକି ରହିଛି। କେଉଁ ୪ ଦଳ ସେମି ଫାଇନାଲ୍ ଯିବେ ତାକୁ ନେଇ ଅନେକ କ୍ରିକେଟ୍ ସମୀକ୍ଷକ ଓ ପୂର୍ବତନ ଖେଳାଳି ନିଜର ମତ ରଖିବାରେ ଲାଗିଛନ୍ତି। ଏହିକ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହଓ୍ଵାଗ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି। ସେ ସେହି ଖେଳାଳିଙ୍କ ନାମ କହିଛନ୍ତି, ଯିଏ ବିଶ୍ଵକପ୍ ୨୦୨୩ରେ ସବୁଠୁ ଅଧିକ ରନ କରିବେ। ସେହଓ୍ଵାଗ କହିଛନ୍ତି ଜଣେ ଭାରତୀୟ … Continue reading ସେହଓ୍ଵାଗଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ ଏହି ଖେଳାଳି କରିବେ ସବୁଠୁ ଅଧିକ ରନ