ମନ୍ଦିରା ବେଦୀଙ୍କ ହଟ୍ ବିକିନି ପିନ୍ଧା ଫଟୋ ଦେଖିଲେ ତାଙ୍କ ବୟସ ପଚାରିବାକୁ ଭୁଲିଯିବେ...

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ୨୩|୭: ମନ୍ଦିରା ବେଦୀ ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଚର୍ଚ୍ଚିତ ଚେହେରା। ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସୌନ୍ଦର୍ଯ୍ୟ ଓ ଫିଟନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବଲିଉଡର ଅନ୍ୟ ଅଭିନେତ୍ରୀମାନେ ମନ୍ଦିରାଙ୍କ ଭଳି ଫିଟ ରହିପାରନ୍ତି ନାହିଁ। ବରଂ ଫିଟନେସକୁ ନେଇ ସେମାନେ ଚିନ୍ତାରେ ରହିଥାନ୍ତି। ମନ୍ଦିରାଙ୍କ ଏହି ରେଡ୍ ହଟ୍ ବିକିନି ପିନ୍ଧା ଫଟୋ ଦେଖିଲେ ଆପଣ ତାଙ୍କ ବୟସ ପଚାରିବାକୁ ଭୁଲିଯିବେ।

{"id":136686,"width":566,"height":743}

ମାଲଦୀପରେ ଛୁଟି କାଟିବା ସମୟରେ ମନ୍ଦିରା ଏହି ଫଟୋ ସୁଟ କରିଛନ୍ତି। ଏହି ହଟ୍ ଲୁକ୍ ଫଟୋ ପୋଷ୍ଟ କରିବା ସହ ସେ ଲେଖିଛନ୍ତି,,ଏହି ଖରା ଓ ନୀଳ ସମୁଦ୍ର ମୋ ଭିତରେ ଆନନ୍ଦ ଓ ଖୁସି ଭରି ଦେଇଛି। ଏହି ଖୁସି ମୋତେ ଆଉ କେଉଁଠି ମିଳିବ ନାହିଁ।

{"id":136687,"width":554,"height":520}

ମନ୍ଦିରାଙ୍କ ଏହି ହଟ୍ ବିକିନି ପିନ୍ଧା ଫଟୋରେ ବହୁତ କମେଣ୍ଟ ଓ କମ୍ପ୍ଲିମେଣ୍ଟ ମଧ୍ୟ ମିଳିଛି। ଏହି କମେଣ୍ଟରେ ମୋନି ରାୟ ହଟ୍ ଲୁକ୍ ର ସିମ୍ବଲ ଦେଇଛନ୍ତି।

{"id":136688}

ଟିଭି ସିରିୟଲର ଶାନ୍ତି ଧାରାବାହିକରୁ ନିଜ ପରିଚୟ ସୃଷ୍ଟି କରିଥିବା ମନ୍ଦିରା ତାଙ୍କ ବୟସଠାରୁ କମ୍ ଜଣାପଡ଼ନ୍ତି। ଅଭିନେତ୍ରୀ ମନ୍ଦିରା ବେଦୀ ଗୋଟେ ପିଲାର ମାଆ ଏବଂ ତାଙ୍କ ବୟସ ୪୭ ବର୍ଷ ତଥାପି ସେ ନିଜକୁ ଫିଟ୍ ରଖିଛନ୍ତି। ଗର୍ଭବତୀ ସମୟରେ ମନ୍ଦିରାଙ୍କ ଓଜନ ୨୨ କେଜି ବଢ଼ିଯାଇଥିଲା।

{"id":136689}

ପିଲା ହେଲା ପରେ ମନ୍ଦିରାଙ୍କ ପିଟନେସ ପୂର୍ବଭଳି ଫେରିଆସିଥିଲା । ମନ୍ଦିରା ନିଜ ଫିଟନେସର ବାବଦରେ କହିଛନ୍ତି, ଠିକ ସମୟରେ ଖାଇବା ଆବଶ୍ୟକ, ଖାଦ୍ୟ ମଣିଷ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ମନ୍ଦିରା ନିଜ ପ୍ରଫେସନକୁ ମଧ୍ୟ ବହୁତ ଭଲ ପାଆନ୍ତି।

{"id":136690}

ଏଥିସହ ବେଳେ ବେଳେ ସୋଲୋ ଟ୍ରିପ୍ ମଧ୍ୟ କରିଥାନ୍ତି। ଅଭିନୟ ବ୍ୟତୀୟ ଫେସନ ଡିଜାଇନ,ମଡେଲସ୍ ଓ ଟିଭି ଉପସ୍ଥାପନାରେ ରୋଚି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.