ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଚିକିତ୍ସାଧିନ ଅବସ୍ଥାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

2/06/2022 at 4:03 PM

ଆଠଗଡ଼ ୨।୬: ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ସେରମୁଣ୍ଡା ସେକ୍ସନ ସେରମୁଣ୍ଡା ବିଟ୍ ନିକଟ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବନ ବିଭାଗ ପକ୍ଷରୁ ଚିକିତ୍ସା ଚାଲିଥିଲା ।

ସୂଚନାଯୋଗ୍ୟ ଯେ, ସେରମୁଣ୍ଡା ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ବୁଲୁଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଠାବ କରାଯାଇଥିଲା । ଅସୁସ୍ଥ ହାତୀଟିକୁ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ, ସାତକୋଶିଆ ଡ଼ାକ୍ତରୀ ଟିମ୍ ସହିତ ବନ କର୍ମଚାରୀମାନେ ଚିକିତ୍ସା କରୁଥିଲେ ହେଲେ ସବୁ ଚେଷ୍ଟା ଫେଲ୍ ମାରିଥିଲା । ଶେଷରେ ମାଈ ହାତୀର ମୃତ୍ୟୁ ହୋଇଥିଲା ।

   Related Posts