ବିଶ୍ୱକପ୍‌ ୨୦୨୩ : ଫାଇନାଲ୍‌ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି, ଜଗିବେ ୬ ହଜାର ପୋଲିସ

ଅହମ୍ମଦାବାଦ୍‌ ୧୯।୧୧ : ବିଶ୍ୱକପ୍‌ ୨୦୨୩ । ଫାଇନାଲ ଫାଇଟ୍‌ ପାଇଁ ପ୍ରସ୍ତୁତ ଷ୍ଟାଡିୟମ୍‌ । ଅପେକ୍ଷା ଅପରାହ୍ନ ୨ଟାକୁ । ଯେତେବେଳେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍‌ ଭାରତ ଏବଂ ଅଷ୍ଟ୍ରେଲିଆ । ତେବେ ମ୍ୟାଚ୍‌କୁ ଦୃଷ୍ଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ମିଳିଥିବା ଖବର ଅନୁସାରେ, ରବିବାର ଅହମ୍ମଦାବାଦ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଗଣ ସାମିଲ ହେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି … Continue reading ବିଶ୍ୱକପ୍‌ ୨୦୨୩ : ଫାଇନାଲ୍‌ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି, ଜଗିବେ ୬ ହଜାର ପୋଲିସ