oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରଦ୍ଧାଳୁ ବିନା ଜାଗର : ବେଦବ୍ୟାସ ପୀଠରେ ୧୪୪ଧାରା ଜାରି, ମେଳା ବନ୍ଦ

11/03/2021 at 9:44 AM

ରାଉରକେଲା ୧୧।୩: ଆଜି ଜାଗର ହେଲେ ଶ୍ରଦ୍ଧାଳୁଙ୍କୁ ମନା ଶିବ ମନ୍ଦିର । କୋଭିଡ଼ କଟକଣା ନିୟମ ଅନୁସାରେ ଶୈବ ପୀଠମାନଙ୍କରେ ଦେବ ଦେବ ମହାଦେବଙ୍କ ପୁଜାର୍ଚ୍ଚନା ହେବ କିନ୍ତୁ ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ।

ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସ୍ଥିତ ବେଦବ୍ୟାସରେ ପ୍ରଶାସନ ଜାରି କରିଛି ୧୪୪ ଧାରା । ଫଳରେ ଶୈବ ପୀଠ ଖାଁ ଖାଁ । କାହିଁ କେଉଁ କାଳରୁ ଚାଲିଆସୁଥିବା ବେଦବ୍ୟାସ ମେଳା ବନ୍ଦ ହୋଇଛି । 

   Related Posts