ଶ୍ରଦ୍ଧାଳୁ ବିନା ଜାଗର : ବେଦବ୍ୟାସ ପୀଠରେ ୧୪୪ଧାରା ଜାରି, ମେଳା ବନ୍ଦ

Published By : Prameya-News7 Bureau | March 11, 2021 IST

ରାଉରକେଲା ୧୧।୩: ଆଜି ଜାଗର ହେଲେ ଶ୍ରଦ୍ଧାଳୁଙ୍କୁ ମନା ଶିବ ମନ୍ଦିର । କୋଭିଡ଼ କଟକଣା ନିୟମ ଅନୁସାରେ ଶୈବ ପୀଠମାନଙ୍କରେ ଦେବ ଦେବ ମହାଦେବଙ୍କ ପୁଜାର୍ଚ୍ଚନା ହେବ କିନ୍ତୁ ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ।

{"id":421061,"sizeSlug":"large","linkDestination":"none"}

ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସ୍ଥିତ ବେଦବ୍ୟାସରେ ପ୍ରଶାସନ ଜାରି କରିଛି ୧୪୪ ଧାରା । ଫଳରେ ଶୈବ ପୀଠ ଖାଁ ଖାଁ । କାହିଁ କେଉଁ କାଳରୁ ଚାଲିଆସୁଥିବା ବେଦବ୍ୟାସ ମେଳା ବନ୍ଦ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.