ଅଯୋଧ୍ୟାରେ ଗତ ରାତିରୁ ୧୪୪ ଧାରା ଜାରି : ବିବାଦୀୟ ରାମଜନ୍ମ ଭୂମି ମାମଲାର ଆସିବ ଚୂଡ଼ାନ୍ତ ରାୟ

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ ୧୪/୧୦: ଅଯୋଧ୍ୟାରେ ୧୪୪ ଧାରା ଜାରି । ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ଆଜିଠାରୁ ୧୪୪ ଧାରା ଜାରି କରାଯାଇଥିବା ନେଇ ଘୋଷଣା କରିଛନ୍ତି ।

ଆଜିଠାରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା । ଚଳିତ ମାସ ୧୭ ତାରିଖରେ ବିବାଦୀୟ ରାମ ଜନ୍ମଭୂମି ମାମଲାର ରାୟ ଆସିବ । ଏହି ରାୟ ଆସିବା ପୂର୍ବରୁ  ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.