ବଦଳିଲା ସଚିବାଳୟ ମାର୍ଗର ନାଁ - ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ରାସ୍ତାକୁ ଲୋକସେବା ମାର୍ଗ ନାଁରେ ନାମିତ

Published By : Prameya-News7 Bureau | December 14, 2019 IST

ଭୁବନେଶ୍ୱର ୧୪।୧୨-  ବଦଳିଲା ସଚିବାଳୟ ମାର୍ଗର ନାଁ । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ରାସ୍ତାକୁ ଲୋକସେବା ମାର୍ଗ ନାଁରେ ନାମିତ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

{"id":197811,"sizeSlug":"large"}

 ଏଜି ଛକରୁ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ପୂର୍ବରୁ ସଚିବାଳୟ ମାର୍ଗ ଥିଲା । ତେବେ କିଛି ଦିନ ପୂର୍ବେ ସଚିବାଳୟର ନାଁ ପରିବର୍ତନ କରାଯାଇ ଲୋକସେବା ଭବନ କରିଥିଲେ ସରକାର । ତେଣୁ ଏବେ ସଚିବାଳୟ ମାର୍ଗର ନାଁ ବଦଳାଇ ଲୋକସେବା ମାର୍ଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.