oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଦାଦାବଟି ମାଗି ସେବାୟତ ଗିରଫ, କୋର୍ଟ ଚାଲାଣ କଲା ପୋଲିସ୍‌

22/04/2022 at 10:36 PM

ପୁରୀ, ୨୨/୦୪: ଦାଦାବଟି ମାଗି ସେବାୟତ ଗିରଫ । ପୁରୀ ଟାଉନ ଥାନା ଅଞ୍ଚଳର ଲବଣିଖିଆ ଛକରେ ଦୋକାନୀ ଓ ପଥଚାରୀଙ୍କୁ ଧମକାଇ ଦାଦାବଟି ମାଗୁଥିଲେ ସମ୍ପୃକ୍ତ ସେବାୟତ । ଅଭିଯୋଗ ପରେ ସେବାୟତ ଲୋକନାଥ ପୂଜାପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେବାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୋଟିଏ ଲୁହା ପାଇପ ଜବତ କରାଯାଇଛି ।

   Related Posts