ଜଳସମ୍ପଦ ବିଭାଗ SDOଙ୍କ ସନ୍ଦେହଜନକ ମୃତ୍ୟୁ, କ୍ୱାର୍ଟରରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | December 08, 2023 IST

ଧର୍ମଗଡ ୮।୧୨: ସନ୍ଦେହଜନକ ଭାବେ ସରକାରୀ କ୍ୱାର୍ଟର ଭିତରୁ ମିଳିଲା SDOଙ୍କ ଜଳସମ୍ପଦ ବିଭାଗର SDOଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା କ୍ଵାର୍ଟର ଭିତରୁ ମିଳିଲା ମୃତଦେହ l ମୃତ SDO ରାୟଗଡ଼ା ଜିଲ୍ଲା ପାରଳାଖେମୁଣ୍ଡିର ରଞ୍ଜିତ କୁମାର କର୍ଜି ବୋଲି ଜଣାପଡ଼ିଛି l ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି l

You Can Read :

wp:embed {"url":"https://www.prameyanews7.com/young-man-attempted-to-kill-himself-by-jumping-into-the-mahanadi-river/","type":"wp-embed","providerNameSlug":"prameya-news-7"}
https://www.prameyanews7.com/young-man-attempted-to-kill-himself-by-jumping-into-the-mahanadi-river/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.