ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ଦିନକରେ ଚିହ୍ନଟ ହେଲେ ୩ ପଜିଟିଭ
ସୁନ୍ଦରଗଡ ୧୮/୦୯: ସୁନ୍ଦରଗଡରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍ । ଆଜି ପୁଣି ୩ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୮୩ ରେ ପହଂଚିଲା । ୨୪ ଟି ରକ୍ତ ନମୁନା ପରୀକ୍ଷା ପରେ ୩ ଜଣ ଆକ୍ରାନ୍ତ ଥିବା ସୁଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ସୂଚନା ଥାଉକି, ସୁନ୍ଦରଗଡ଼କୁ ଟେନସନ ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଉ ୩ ପଜିଟିଭ୍ … Continue reading ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ଦିନକରେ ଚିହ୍ନଟ ହେଲେ ୩ ପଜିଟିଭ
Copy and paste this URL into your WordPress site to embed
Copy and paste this code into your site to embed