ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଗୁରୁତର, ସ୍କୁଟିକୁ ପିଟିବା ପରେ ଘୋଷାରିନେଲା କାର

ଭୁବନେଶ୍ୱର ୦୨/୧୦: ଭୁବନେଶ୍ୱର ସାଲିଆ ସାହି ନିକଟ ୨ ଶହ ଫୁଟିଆ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର । ଦୁର୍ଘଟଣା ପରେ ସ୍କୁଟି ଚାଳକଙ୍କୁ କିଛି ବାଟ ଘୋଷାଡି ନେଲା କାର୍ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ୨ ପିସିଆର୍ ସହ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ଦୁର୍ଘଟଣାରେ ଗୁରୁତରଙ୍କ ପରିଚୟ ମିଳିପାରିନି … Continue reading ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଗୁରୁତର, ସ୍କୁଟିକୁ ପିଟିବା ପରେ ଘୋଷାରିନେଲା କାର