Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ସ୍କୁଟି କୁ ପିଟିଲା ବାଇକ୍,ଦୁଇ ଗୁରୁତର ଦୁଇ ଆହତ

7/11/2018 at 8:47 PM

ବାଲିପାଟଣା୦୭/୧୧- ସ୍କୁଟି କୁ ପିଟିଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହାତ ହୋଇଛିନ୍ତି । ଘଟଣା ଘଟିଛି ଉତ୍ତରା – ବାଲିପାଟଣା ରାସ୍ତା ଶିଶିଲୋ ଛକ ନିକଟରେ । ସ୍କୁଟିର ଆସୁଥିବା ସୁକୁଟା ଓଝା ଏବଂ ପିଙ୍କି ଓଝାଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ମୁହଁ।ମୁହିଁ ଧକକା ହୋଇଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ୍‌ ହସପିଟାଲ୍‌ ରେ ଉର୍ତ୍ତି କରାଯାଇଛି । ବାଇକ୍ ରେ ଥିବା ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ ।

   Related Posts