previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ସ୍କୁବି ଡୋର ସହ-ନିର୍ମାତା ଜୋ ରୁବିଙ୍କ ପରଲୋକ

29/08/2020 at 4:59 PM

ନୂଆଦିଲ୍ଲୀ ୨୯/୮: କାର୍ଟୁନ ଚିତ୍ରକର ଏବଂ ସ୍କୁବି ଡୋର ସହ ନିର୍ମାତା ଜୋ ରୁବିଙ୍କର ପରଲୋକ ହୋଇଯାଇଛି। ଗତ ବୁଧବାର ଓ୍ବେଷ୍ଟଲେକ୍ ଗାଁରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା।

ଜୋ ଦୀର୍ଘଦିନରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ ୧୯୩୩ମସିହା ମାର୍ଚ୍ଚ ୩୦ତାରିଖରେ ଲସଆଞ୍ଜେଲସରେ ଜନ୍ମ ହୋଇଥିଲେ। ସେ ପ୍ରଯୋଜନା କାମ ଆରମ୍ଭ କରିବା ପୂର୍ବରୁ ଓ୍ବାଲ୍ଟ ଡିସନି ପ୍ରଡକ୍ସନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

   Related Posts