ସ୍କୁବି ଡୋର ସହ-ନିର୍ମାତା ଜୋ ରୁବିଙ୍କ ପରଲୋକ
29/08/2020 at 4:59 PM

ନୂଆଦିଲ୍ଲୀ ୨୯/୮: କାର୍ଟୁନ ଚିତ୍ରକର ଏବଂ ସ୍କୁବି ଡୋର ସହ ନିର୍ମାତା ଜୋ ରୁବିଙ୍କର ପରଲୋକ ହୋଇଯାଇଛି। ଗତ ବୁଧବାର ଓ୍ବେଷ୍ଟଲେକ୍ ଗାଁରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା।

ଜୋ ଦୀର୍ଘଦିନରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ ୧୯୩୩ମସିହା ମାର୍ଚ୍ଚ ୩୦ତାରିଖରେ ଲସଆଞ୍ଜେଲସରେ ଜନ୍ମ ହୋଇଥିଲେ। ସେ ପ୍ରଯୋଜନା କାମ ଆରମ୍ଭ କରିବା ପୂର୍ବରୁ ଓ୍ବାଲ୍ଟ ଡିସନି ପ୍ରଡକ୍ସନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

Related Posts
ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
12 August 2022