Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବେଟିଂରେ ଟଙ୍କା ଲଗାଇ ହାରିଲେ ଜୀବନ : ମାନସିକ ଭାରସାମ୍ୟ ହରାଇ ଶିକ୍ଷକଙ୍କ ଆତ୍ମହତ୍ୟା

22/07/2019 at 10:04 AM

ଗଞ୍ଜାମ ୨୨/୭: ଆଇପିଏଲ ବେଟିଂରେ ଲକ୍ଷାଧିକ ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟାର ପନ୍ଥା ବାଛିନେଇଛନ୍ତି ଜଣେ ଶିକ୍ଷକ । ଗଞ୍ଜାମ କବିସୂର୍ଯ୍ୟନଗର ପୁରୁଷୋତ୍ତମପୁରରେ ଏପରି ଘଟଣା ସାମ୍ନାକୁ ଆସିଛି ।

ମୃତ ଶିକ୍ଷକ କବିସୂର୍ଯ୍ୟନଗର ଅଞ୍ଚଳର ଭାସ୍କର ରାଓ । ସେ ପୋଲସରା କଳମ୍ବ ସ୍କୁଲରେ ଶିକ୍ଷକ ଥିଲେ । ଆଜି କବିସୂର୍ଯ୍ୟନଗର- ନୂଆଗାଁ ରାସ୍ତା ନିକଟସ୍ଥ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ କହିବା କଥା ହେଲା ସେ ଆଇପିଏଲ ବେଟିଂରେ ଟଙ୍କା ହାରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ।  ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।

   Related Posts