Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିଦ୍ୟାଳୟରେ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ, ଶୁକ୍ରବାର ଦିଆଯାଇଥିଲା କୃମି ଔଷଧ

27/08/2022 at 1:43 PM

ସାନଖେମୁଣ୍ଡି ୨୭।୮: ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସୁସ୍ଥ ।ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୁଉରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମେଡ଼ିସିନ ଖାଇ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ । ଦୁଇ ଜଣ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଡ଼ପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଶୁକ୍ରବାର ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଦିଆଯାଇଥିଲା । ଔଷଧ ଖାଇବା ପରେ ଛାତ୍ରଛାତ୍ରୀଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା ।ଡାକ୍ତରଙ୍କ ପରାମର୍ଶ ପରେ ସେମାନଙ୍କୁ ଓଆରଏସ ଦିଆଯାଇଥିଲା । ଆଜି ପୁଣି ଥରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ହଠାତ କିଛି ଛାତ୍ରଛାତ୍ରୀ ଅଚେତ ହେବା ସହ ମୁଣ୍ଡ ବୁଲେଇଲା ବୋଲି କହିଥିଲେ । ଫଳରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲକୁ ପଠାଇ ଥିବା ଜଣାପଡିଛି ।

   Related Posts