ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା: ବୈଠକ ପାଇଁ ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ
1/09/2020 at 3:08 PM

କଟକ୩୧/୯: ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା। ସମସ୍ତ ପକ୍ଷଙ୍କୁ ନେଇ ବୈଠକ କରିବା ଲାଗି ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପୋଷ ସମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଯଦି କୌଣସି ନିର୍ଯାସ୍ ନବାହାରେ ତାହେଲେ କୋର୍ଟ ନେବେ ନିଷ୍ପତ୍ତି ।
Related Posts
ବିପଦ ସଙ୍କେତ ଉପରେ ଜଳକା ନଦୀ, ଭୟଭୀତ ଅବସ୍ଥାରେ ୭ ପଞ୍ଚାୟତବାସୀ
12 August 2022