ଲଗାଣ ବର୍ଷା ଯୋଗୁଁ ଆଜି କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

Published By : Prameya-News7 Bureau | September 06, 2018 IST

କଟକ ୬|୯: ଲଗାଣ ବର୍ଷା ଯୋଗୁଁ ଆଜି କଟକରେ ସବୁ ସ୍କୁଲ କଲେଜ ଛୁଟି । ଆଜି ପାଇଁ କ୍ଲାସ୍ ସସପେଣ୍ଡ ଘୋଷଣା କରାଯାଇଛି । ଛୁଟି ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.