oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଏସସିବି ଓପିଡି ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା, ମଇ ୯ରୁ ଆରମ୍ଭ ହେବ ସେବା

29/04/2022 at 9:39 PM

କଟକ,୨୯/୦୪: ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆଉଟଡୋର ରୋଗୀ ପଞ୍ଜିକରଣ ପାଇଁ ଆରମ୍ଭ ହେବ ଅନଲାଇନ ବୁକିଂ ବ୍ୟବସ୍ଥା । ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ, ୨୦୨୨ ମଇ ୯ରୁ ଅନଲାଇନ୍ ଆଉଟଡୋର ରୋଗୀ ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ୧୦ ତାରିଖରୁ ଅନଲାଇନ ଟିକେଟରେ ରୋଗୀ ଦେଖା ଆରମ୍ଭ ହେବ। ଏପରି କରିବା ଦ୍ୱାରା ଡାକ୍ତରଖାନାରେ ଥିବା ଟିକେଟ୍ କାଉଣ୍ଟରରେ ରୋଗୀ ପାଇଁ ଧାଡିରେ ଯିବା ଆବଶ୍ୟକ ନାହିଁ। ରୋଗୀ ଅନଲାଇନ୍ ମାଧ୍ୟମରେ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀର ସୁବିଧା ଅନୁଯାୟୀ ଯେକୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ ।

OeHMIS ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ଯୋଗାଇ ଦିଆଯାଇଛି । ଯାହାକି CDAC ଦ୍ବାରା ବିକଶିତ ଏବଂ ରକ୍ଷଣାବେକ୍ଷଣ କରାଯାଏ ରୋଗୀ ଏହି ଲିଙ୍କ୍ ମାଧ୍ୟମରେ ସେମାନଙ୍କର OPD ଟିକେଟ୍ ପଞ୍ଜିକରଣ କରିପାରିବେ।  www.eswasthya.odisha.gov.in ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି । ଏହି ସୁବିଧା ରୋଗୀଙ୍କୁ କୌଣସି ବାଧାବିଘ୍ନ ବିନା ଚିକିତ୍ସା କରିବାରେ ସାହାଯ୍ୟ କରିପାରିବ ।

   Related Posts