Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ନିୟମ ବଦଳାଇଲା ସାଉଦି ଆରବ: ଏବେ ଏହି ଭିଜା ଥିଲେ ଉମରାହ କରିବାକୁ ମିଳିବ ଅନୁମତି

15/08/2022 at 8:38 PM

ଅବୁଧାବି: ମୁସଲମାନ ଶ୍ରଦ୍ଧାଳୁଙ୍କ ପାଇଁ ସାଉଦି ଆରବରୁ ଆସିଲା ଖୁସି ଖବର। ଯେଉଁମାନେ ପର୍ଯ୍ୟଟକ ଭିଜା ଓ ବାଣିଜ୍ୟିକ ଭିଜା ନେଇଥିବେ ସେମାନଙ୍କୁ ସାଉଦି ଆରବରେ ରହିବା ସମୟରେ ଉମରାହ ତୀର୍ଥ ଯାତ୍ରା ପାଇଁ ଅନୁମତି ମିଳିବ।  ସାଉଦିଆରବ ସରକାରଙ୍କର ହଜ ଓ ଉମରାହ ମନ୍ତ୍ରାଳୟର ପକ୍ଷରୁ ଏହି ଘୋଷଣା କରାଯାଇଛି।

ଏହି ସୁବିଧା ବିଶ୍ୱର ୪୯ ଟି ଦେଶର ନାଗରିକଙ୍କ ପାଇଁ ଉପଲବ୍ଧ ହେବ। ଯଦି କେଉଁ ଶ୍ରଦ୍ଧାଳୁ ଉମରାହ କରିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରଥମେ Eatmarna ଆପ୍‌ରେ ଆପଏଣ୍ଟମେଣ୍ଟ ବୁକ୍ କରିବାକୁ ହେବ। ସାଉଦି ଗଜଟର ରିପୋର୍ଟ ଅନୁସାରେ, ଯାତ୍ରୀ ‘ଭିଜିଟ ସାଉଦି ଆରବ’ ପୋର୍ଟାଲ୍ ମାଧ୍ୟମରେ ନିଜ ଭିଜା ଅନ୍‌ଲାଇନ ଆବେଦନ କରିପାରିବେ। କିମ୍ବା ସାଉଦି ବିମାନବନ୍ଦରରେ ପହଞ୍ଚିବାର ତୁରନ୍ତ ପରେ ନିଜ ଭିଜା ନେଇପାରିବେ।    

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯାତ୍ରୀ ଟୁରିଷ୍ଟ ଭିଜାରେ ଆସିଥାନ୍ତି କିମ୍ବା ବ୍ୟବସାୟ ଭିଜାରେ ଏବେ ସବୁ ଭିଜାଧାରୀଙ୍କୁ ଉମରା କରିବାକୁ ଅନୁମତି ଦିଆଯିବ। ଏହା ପୂର୍ବରୁ ଉମରାହ ପାଇଁ ଏକ ସ୍ୱତନ୍ତ୍ର ଭିଜା ଆଣିବାକୁ ପଡ଼ୁଥିଲା। ଏଥିରେ ଅତି କମ୍‌ରେ ଗୋଟେ ମାସ ସମୟ ଲାଗିଯାଉଥିଲା।

   Related Posts