Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପି ଆରୋପର ଜବାବ ରଖିଲା ବିଜେଡି ; ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା

25/05/2018 at 11:46 AM

ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା :
୨୦୦୦ରୁ ୨୦୧୪ ଭିତରେ ନବୀନ ସବୁବେଳେ ଲୋକଙ୍କ ପାଖରେ ରିପୋର୍ଟ ରଖିଛନ୍ତି …୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ରିପୋର୍ଟ କାର୍ଡ ଦେଇ ଲୋକଙ୍କ ବିଶ୍ବାସ ଜିଣି ସେବା କରିବାର ସୁଯୋଗ ପାଇଛନ୍ତି ନବୀନ … ତାହାହି ପ୍ରମାଣିତ କରୁଛି ନବୀନ ରିପୋର୍ଟ କାର୍ଡ ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି … ବିଜେପି ନିଜ ରିପୋର୍ଟ କାର୍ଡ ରଖିବା ଦରକାର … ସମ୍ବିତ ପାତ୍ର ଅଧିକ ହୋମୱାର୍କ କରନ୍ତୁ … କେନ୍ଦ୍ର ସରକାର ହିଁ ଓଡିଶାକୁ ଚମ୍ପିୟାନ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି … ସଡକ ନିର୍ମାଣରେ ଓଡିଶା ୧ ନମ୍ବର ପୁରସ୍କାର ପାଇଛି … ସ୍କିଲରେ ବି ନମ୍ବର ୱାନ୍ ଓଡିଶା … ମହାନଦୀ ପ୍ରସଙ୍ଗରେ ଦୋମୁହାଁ କିଏ? … କେନ୍ଦ୍ର ସରକାର ପୂର୍ବରୁ କହିଲେ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକ ନାହିଁ … କେନ୍ଦ୍ର ନୀରବଦ୍ରଷ୍ଟା ସାଜିଛି, ସେପଟେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଛି … ଯଦି ଶତସାହାସ ଅଛି ବିଜେପି ନେତାଏଁ ଥରେ ମୁହଁ ଖୋଲନ୍ତୁ … ଛତିଶଗଡ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଛି ବୋଲି କୁହନ୍ତୁ …

Leave a Reply

   Related Posts