oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

୩ଟି ସନ୍ତାନ ପାଇଁ ଗଲା ସରପଂଚ ପଦ

6/06/2018 at 12:01 PM

ମାହାଙ୍ଗା ଗୋପାଳପୁର ପଂଚାୟତର ସରପଂଚ ମଞ୍ଜୁଲତା ଜେନାଙ୍କ ପଦବୀକୁ ଅବୈଧ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ | ସତ୍ୟପାଠରେ ୨ଟି ସନ୍ତାନ ଥିବା ଦର୍ଶାଇ ଥିଲେ ମଞ୍ଜୁଲତା | ତେବେ ତାଙ୍କର ୩ଟି ସନ୍ତାନ ଥିବା ପ୍ରମାଣ ମିଳିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଗ୍ରାମ ପଂଚାୟତ ଆଇନ ୧୯୯୪ ଧାରା ୨୬ ଅନୁସାରେ ମଞ୍ଜୁଲତାଙ୍କ ସରପଂଚ ପଦ ରଦ୍ଦ କରିଛନ୍ତି |

Leave a Reply

   Related Posts