୩ଟି ସନ୍ତାନ ପାଇଁ ଗଲା ସରପଂଚ ପଦ

Published By : Prameya-News7 Bureau | June 06, 2018 IST

ମାହାଙ୍ଗା ଗୋପାଳପୁର ପଂଚାୟତର ସରପଂଚ ମଞ୍ଜୁଲତା ଜେନାଙ୍କ ପଦବୀକୁ ଅବୈଧ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ | ସତ୍ୟପାଠରେ ୨ଟି ସନ୍ତାନ ଥିବା ଦର୍ଶାଇ ଥିଲେ ମଞ୍ଜୁଲତା | ତେବେ ତାଙ୍କର ୩ଟି ସନ୍ତାନ ଥିବା ପ୍ରମାଣ ମିଳିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଗ୍ରାମ ପଂଚାୟତ ଆଇନ ୧୯୯୪ ଧାରା ୨୬ ଅନୁସାରେ ମଞ୍ଜୁଲତାଙ୍କ ସରପଂଚ ପଦ ରଦ୍ଦ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.