Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡା ରାଜନଗର ହବାଳିଖଟିରୁ ୫୨ ଫୁଟ ତିମିର ମୃତଦେହ ଉଦ୍ଧାର

1/11/2018 at 10:49 AM

କେନ୍ଦ୍ରାପଡା ୧|୧୧: ୫୨ ଫୁଟର ମୃତ ତିମି ଉଦ୍ଧାର । କେନ୍ଦ୍ରାପଡା ରାଜନଗର ହବାଳିଖଟିରୁ ମିଳିଲା ତିମିର ମୃତଦେହ । ଟ୍ରଲର ମାଡରେ ତିମିର ମୃତ୍ୟୁ ହୋଇଥିଲା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ରାଜନଗର ବନ ବିଭାଗ ତଦନ୍ତ କରୁଛି ।

   Related Posts