ସରପଞ୍ଚଙ୍କ ଘର ଉପରେ ବୋମାମାଡ଼…
25/02/2020 at 7:57 PM

ବ୍ରହ୍ମପୁର୨୫/୨: ବ୍ରହ୍ମପୁର ସଦର ଥାନା ଅଂଚଳରେ ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ ସହ ହତ୍ୟା ଧମକ ଅଭିଯୋଗ । ପୂର୍ବରୁ ଏକ ହତ୍ୟାକାଣ୍ଡରେ ୨୪ବର୍ଷ ଜେଲ୍ରେ ରହି ଫେରିଥିବା ଗଙ୍ଗା ଦାସ ଗତକାଲି ସଂଧ୍ୟାରେ ବାଲାଜିପଲ୍ଲୀ ଗାଁରେ ଥିବା ସରପଞ୍ଚ ପ୍ରଦୀପ ମଲଣାଙ୍କ ଘର ଉପରୁକ ୩ଟି ବୋମାମାଡ଼ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗାଁରେ ପୋଲିସ ମୁତୟନ ସହ ଘଟଣାର ତଦନ୍ତ କରୁଛି ପୋଲିସ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023