AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରପଞ୍ଚଙ୍କ ଘର ଉପରେ ବୋମାମାଡ଼…

25/02/2020 at 7:57 PM

ବ୍ରହ୍ମପୁର୨୫/୨: ବ୍ରହ୍ମପୁର ସଦର ଥାନା ଅଂଚଳରେ ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ ସହ ହତ୍ୟା ଧମକ ଅଭିଯୋଗ । ପୂର୍ବରୁ ଏକ ହତ୍ୟାକାଣ୍ଡରେ ୨୪ବର୍ଷ ଜେଲ୍‌ରେ ରହି ଫେରିଥିବା ଗଙ୍ଗା ଦାସ ଗତକାଲି ସଂଧ୍ୟାରେ ବାଲାଜିପଲ୍ଲୀ ଗାଁରେ ଥିବା ସରପଞ୍ଚ ପ୍ରଦୀପ ମଲଣାଙ୍କ ଘର ଉପରୁକ ୩ଟି ବୋମାମାଡ଼ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗାଁରେ ପୋଲିସ ମୁତୟନ ସହ ଘଟଣାର ତଦନ୍ତ କରୁଛି ପୋଲିସ ।

   Related Posts