oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଖୋଲିଲା ଶାରଳା ମନ୍ଦିର, ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

3/01/2022 at 7:25 AM

ଜଗତସିଂହପୁର, ୦୩|୦୧ : କୋଭିଡ କଟକଣା ହଟିବା ପରେ ସୋମବାର ନୂଆବର୍ଷରେ ପ୍ରଥମ କରି ଜିଲ୍ଲାର ସମସ୍ତ ଦେବା ଦେବୀ ମନ୍ଦିର ଖୋଲିଛି । ସୋମବାର ସକାଳୁ ଜିଲ୍ଲାର ବିଭିନ୍ନ ଦେବଦେବୀ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି ।

କୋଭିଡ କଟକଣା ଯୋଗୁ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିଥିବାରୁ ଲୋକେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ତେବେ ମଙ୍ଗଳବାର ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକରୁ କୋଭିଡ କଟକଣା ହଟିବା ପରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି । ତେବେ ଦର୍ଶନ ବେଳେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି ।

   Related Posts